କଟକ ଡିସିପିଙ୍କ ପ୍ରେସମିଟ୍ : କଟକ ଟ୍ରିପଲ ମର୍ଡର ଘଟଣା , ସାଇକୋ କିଲର ସମ୍ପର୍କରେ ପୋଲିସ ହାତରେ ପକ୍କା ସୂଚନା

Published By : Prameya-News7 Bureau | July 29, 2019 IST

କଟକ  ୨୯/୭: କଟକ  ପେ।ଲିସ ପଞ୍ଝାରେ ସାଇକୋ କିଲର ।  କଟକ ଟ୍ରିପଲ୍ ମର୍ଡର ଘଟଣାରେ ପୋଲିସକୁ ସଫଳତା ମିଳିଛି । ଅଭିଯୁକ୍ତ ସାଇକୋ କିଲରର ସୂଚନା ପାଇଛି ପୋଲିସ । ତାକୁ  ଜିଲ୍ଲା ବାହାରୁ ଧରାଯାଇଛି । ଏବଂ ଏକ ଗୋପନ ସ୍ଥାନରେ ରଖି ପଚରାଉଚରା କରାଯାଉଛି  । ତେବେ ଏନେଇ ପୋଲିସ ପକ୍ଷରୁ  କୌଣସି ବିଦ୍ଧିବଦ୍ଧ ସୂଚନା ଦିଆଯାଇନି ।  ଅଭିଯୁକ୍ତ ଜଣେ  ମାନସିକ ରୋଗୀ ବେ।ଲି ଜଣାପଡିଛି ।

ସେ କଟକରେ  ୩ଜଣଙ୍କୁ  ହତ୍ୟା କରିବାରେ  ଚାପଡ କିମ୍ବା  ଭୂଜାଲି ବ୍ୟବହାର କରିଥିବା ପୋଲିସ ଅନୁମାନ କରୁଛି ।   ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବେ।ଲି ସୂଚନା ଦେଇଛି ପେ।ଲିସ । ସେପଟେ ଗତ କିଛି ଦିନ ତଳେ ୯ ଜଣ ମାନସିକ ରେ।ଗୀଙ୍କୁ SCBରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ଚିହ୍ନଟ କରିସାରିଛି ପେ।ଲିସ । ମାତ୍ର ଜଣେ ରେ।ଗୀଙ୍କ ସମ୍ପର୍କରେ ଖେ।ଜ ଖବର ମିଳିନି । ତେଣୁ ସେହି ବ୍ୟକ୍ତି ହିଁ ସାଇକେ। କିଲର ହୋଇଥାଇପାରେବୋଲି ବେ।ଲି ସୂଚନା ଦେଇଛନ୍ତି ପେ।ଲିସ କମିସନର ।

କଟକରେ ଡିସିପି ପ୍ରେସମିଟ କରିଛନ୍ତି। ସେଥିରେ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପୋଲିସ୍ ପଚରାଉଚୁରା କରୁଛି। ସନ୍ଦିଗ୍ଧର ଘର ଗଞ୍ଜାମରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.