Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଖାକିର ଦାଦାଗିରି ! ଦୁଇ ଅପରାଧୀଙ୍କୁ ବିଚ୍ ରାସ୍ତାରେ ମାଡ, ଭିଡିଓ ଭାଇରାଲ

4/06/2019 at 11:15 AM

ଜୟପୁର ୪|୬: ଖାକି ପୋଷାକରେ ଦାଦାଗିରି । କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅଞ୍ଚଳରେ ପୋଲିସର ଦବଙ୍ଗଗିରି  ସାମନାକୁ ଆସିଛି । ଦୁଇ ଜଣ ଅପରାଧୀଙ୍କୁ ପୋଲିସ ବିଚ୍ ରାସ୍ତାରେ ପିଟୁ ଥିବାର ଭିଡିଓ ଭାଇରାଲ ହୋଇଛି ।

କୁହାଯାଉଛି ଯେ, ୪ ଜଣ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଅଟକାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଫେରାର ହୋଇଯାଇଥିବା ବେଳଏ ୨ ଜଣଙ୍କୁ ପୋଲିସ କାବୁ କରିଥିଲା । ଆଉ ସେମାନଙ୍କୁ ବିଚ୍ ରାସ୍ତାରେ ମାଡ ମରାଯାଇଥିଲା । ପୋଲିସ ଯଦି ସେମାନଙ୍କୁ ଧରିଲା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କାହିଁକି ଏପରି ମାଡ ମାରିଲା ତାକୁ ନେଇ ଏବେ ଭିନ୍ନ ମତ ପ୍ରକାଶ ପାଉଛି ।

ଏହା ପଛରେ ପ୍ରକୃତ କାରଣ କଣ ରହିଛି । ସବୁଠୁ ବଡ କଥା ହେଉଛି ଏହି ସମୟରେ ମାଡ ମାରୁଥିବା ପୋଲିସ ଦେହରେ ପୋଲିସ ପୋଷାକ ନଥିଲା । କେବଳ ମାଟିଆ ରଙ୍ଗର ପ୍ୟାଣ୍ଟ ଥିଲା । ଏମାନେ ବାସ୍ତବରେ ପୋଲିସ ନା ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ ଉଠଛି ।

   Related Posts