Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଉରକେଲା ନାଲାରୋଡ୍ କଣ୍ଟେନମେଣ୍ଟ ଜୋନ୍‌ରେ ପୋଲିସ ଉପରକୁ ଢେଲା ମାଡ

4/05/2020 at 2:09 PM

ରାଉରକେଲା ୪।୫: କଣ୍ଟେନମେଣ୍ଟ ଜୋନ୍ ଭିତରେ ଢେଲା ମାଡ । କଣ୍ଟେନମେଣ୍ଟ ଜୋନ୍ ବାହାରକୁ ନଯିବା ପାଇଁ ପୋଲିସ ବାରଣ କରିବାରୁ ପଥର ମାଡ କରାଯାଇଛି । ରାଉରକେଲା ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନରେ ଘଟିଛି ଘଟଣା ।

ସୂଚନାଯୋଗ୍ୟ ଯେ, ରାଉରକେଲା ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନ୍ ରେ ପୋଲିସ ଉପରକୁ ପଥର ମାଡ ସହ ବ୍ୟାରିକେଟ୍ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି । କଣ୍ଟେନମେଣ୍ଟ ଜୋନ୍ ବାହାରକୁ ନଯିବା ପାଇଁ ପୋଲିସ ବାରଣ କରିବାରୁ ଉତ୍ତେଜନା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ଅଧିରେ ସଂଖ୍ୟକ ଫୋର୍ସ ମୁତୟନ କରାଯାଇଛି ।

   Related Posts