କଟକ ଟ୍ରିପଲ ମର୍ଡର ଘଟଣା :ସନ୍ଦିଗ୍ଧକୁ ଗଞ୍ଜାମରୁ ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ ଟିମ୍

Published By : Prameya-News7 Bureau | July 29, 2019 IST

ଗଞ୍ଜାମ ୨୯/୭: କଟକ ଟ୍ରିପଲ୍ ମର୍ଡର ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ କରାଯାଇଛି । ସନ୍ଦିଗ୍ଧ ଜଣଙ୍କ ଗଞ୍ଜାମ ଜିଲ୍ଲାର ନାରାୟଣ ସାହୁ । କଟକ କମିଶନରେଟ ପୋଲିସର ସ୍ପେଶାଲ୍ ଟିମ୍ ତାକୁ ଆଜି ଗଞ୍ଜାମରୁ ଉଠାଇ ଆଣିଛି । ତାକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି । ତେବେ ଅଟକ ନାରାୟଣ ସାହୁ ମାନସିକ ରୋଗୀ କି ନୁହେଁ ସେ ନେଇ ପଚରା ଉଚରା ଚାଲୁଛି ବୋଲି ସାମ୍ବାଦିକ ସମ୍ମୁଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ।

। ତେବେ ଯୋବ୍ରା ଅଞ୍ଚଳର ଜଣେ ଯୁବତୀଙ୍କ ବେକ କାଟିବା ଉଦ୍ୟମ ଘଟଣା ଗୁଜବ । ଚେନ୍ ଲୁଟିବା ସମୟରେ ମହିଳାଙ୍କ ବେକ କଟିଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.