Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପୋଲିସ୍‌ କବଜାରେ ଆନ୍ତରାଜ୍ୟ ଲୁଟେରା

23/01/2020 at 9:22 PM

ବ୍ରହ୍ମପୁର୨୩/୧: ଜରଡ଼ା ପୋଲିସ୍ କବଜାରେ ଆନ୍ତରାଜ୍ୟ ଲୁଟେରା। ଲୁଟେରା ଡି. ହରିହର ରେଡ୍ଡୀକୁ ପୋଲିସ୍  ଗିରଫ କରିଛି। ଗିରଫ ପରେ ତା ଠାରୁ ୭୨ ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌। ଗୋଟିଏ ଲାଭା ମୋବାଇଲ ଫୋନ, ୧୬ ଗୋଟି ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ  ଏବଂ ଗୋଟିଏ ହିରୋ ଏଚଏଫ ଡିଲକ୍ସ ମୋଟର ସାଇକେଲ ପୋଲିସ୍ ଜବତ କରିଛି।

ପୋଲିସର ସୂଚନା ଅନୁସାରେ ଚୋରି ଅଭିଯୋଗରେ ୧୮ଟି ମକଦ୍ଦମା ଡି, ହରିହର ରେଡ୍ଡୀ ବିରୋଧରେ ରହିଛି। ସେଥିପାଇଁ ତାକୁ ବହୁଥର ଜେଲ୍‌ ଯିବାକୁ ମଧ୍ୟ ପଡ଼ିଛି। ହରିହର ଜେଲ୍‌ରୁ ମୁକୁଳିବା ପରେ ପୁଣି ଡକାୟତି ଆରମ୍ଭ କରି ଦେଇଛି।

   Related Posts