Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଭାଇ ବୋହୂକୁ ଦେଢ଼ଶୁର ବାଡ଼େଇବା ଘଟଣା: ଅଭିଯୁକ୍ତକୁ ଗିରଫ କଲା ପୋଲିସ୍‌

10/06/2020 at 2:50 PM

ମଙ୍ଗଳପୁର୧୦/୬: ମଙ୍ଗଳପୁର ଥାନା ନୂଆପାଟଣା ଗାଁର ଭାଇବୋହୂକୁ ଦେଢ଼ଶୁର ବାଡ଼େଇବା ଭିଡିଓ ଭାଇରାଲ ଘଟଣାରେ ଦେଢଶୂର ଚକ୍ରଧର ବାରିକକୁ ଗିରଫ କଲା ପୋଲିସ୍।ଗାଁ ଦାଣ୍ଡରେ ଭାଇ ବୋହୂକୁ ବାଡ଼େଇଥିଲା ଦେଢ଼ଶୂର। ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଥାନା ଅନ୍ତର୍ଗତ ନିଜାମପୁର ପଞ୍ଚାୟତ ନୂଆପାଟଣା ଗ୍ରାମରେ ରବିବାର ସନ୍ଧ୍ୟାରେ ସମୟରେ ସଂଯୁକ୍ତା ବାରିକଙ୍କ ପୁଅ ପ୍ରଦୀପ (୧୭) ଘର ସମ୍ନାରେ ବସିଥିବା ବେଳେ ସେହି ଗ୍ରାମକୁ ଆସିଥିବା ଜଣେ ଟ୍ରାକ୍ଟର ଡ୍ରାଇଭର ସହିତ ଏକ କଥାକୁ ନେଇ ବଚସା ହୋଇଥିଲା । ସେହି ସମୟରେ ପ୍ରଦୀପଙ୍କ ବଡବାପାଙ୍କ ପୁଅ ଧନଜନ ବାରିକ ମଧ୍ୟ ଥିଲେ। ଟ୍ରାକ୍ଟର ଡ୍ରାଇଭର ଓ ପ୍ରଦୀପଙ୍କ ମଧ୍ୟରେ ବଚସା ହେଉଥିବା ସମୟରେ ଧନଜନ ପ୍ରଦୀପଙ୍କୁ ଗାଳିଗୁଲଜ କରିଥିଲେ ।ଏମାନଙ୍କ ପାଟିତୁଣ୍ଡ ଶୁଣି ଚକ୍ରଧର ବାରିକ ଓ ତାଙ୍କ ଅନ୍ୟ ପୁଅ ଗୌତମ ପହଞ୍ଚି ପ୍ରଦୀପଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିଲେ।

   Related Posts