Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

IPS‌ ଘରୁ ଚୋରି: ୩ ଚୋରଙ୍କୁ ଗିରଫ କଲା ପୋଲିସ୍

3/06/2020 at 8:37 PM

ଭୁବନେଶ୍ବର୩/୬: ପୋଲିସ୍‌ ଘରୁ ଚୋରି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ବରରେ ଘଟିଛି। ଜଣେ ଆଇପିଏସ୍‌ଙ୍କ ଘର ଝରକା ଭାଙ୍ଗି ଚୋରି କରି ନେଇଛନ୍ତି ଚୋର। ଏହି ଘଟଣା ରାଜଧାନୀ ଭୁବନେଶ୍ବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଚୋରି ଘଟଣାରେ କ୍ୟାପିଟାଲ ଥାନାର ପୋଲିସ୍‌ ୩ ଜଣ ଅଭିଯୁକ୍ତଙ୍କୁ  ଗିରଫ କରିଛି। ଏହି ତିନି ଅଭିଯୁକ୍ତଙ୍କୁ ଷ୍ଟେସନ୍ ଅଞ୍ଚଳରୁ ପୋଲିସ୍ ଗିରଫ କରିଛି। ଆଇପିଏସଙ୍କ ସରକାରୀ ବାସ ଭବନରୁ ଏହି ତିନିଜଣ ଅଭିଯୁକ୍ତ ଚୋରି କରିଥିଲେ। ଏ ନେଇ ଥାନାରେ  ଅଭିଯୋଗ  ହୋଇଥିଲା ।  ଏମାନଙ୍କ ପାଖରୁ କ୍ୟାପିଟାଲ ଥାନା ପୋଲିସ୍ ଲାପଟପ୍ ସହିତ ବହୁ ଚୋରା ସାମଗ୍ରୀ ଜବତ କରିଛି।

   Related Posts