Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

କୂଅରୁ ସୁନା ମିଳିବା ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

7/06/2020 at 5:48 PM

ବଲାଙ୍ଗୀର୭/୬: କୂଅରୁ ସୁନା ମିଳିବା ଘଟଣାରେ ୩ ଜଣଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ୍। କୂଅରୁ ୧.୫ କେଜିର ଗୋଟିଏ ନକଲି ସୁନା ମୁଣ୍ଡା ସହ  ଗୋଟିଏ ଡ୍ରିଲ ମେସିନ, ୩ଟି ମୋବାଇଲ, ଗୋଟିଏ ମୋଟର ସାଇକେଲ ଓ ନଗଦ ୯ ହଜାର ଟଙ୍କା ଜବତ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ହେଲେ ଦୀପକ ମେହେର, କଲାକାଁହୁ ମେହେର ଓ ରାମଦାସ ମାଝୀ। ଏମାନେ ସମସ୍ତେ ବଲାଙ୍ଗୀର  ପାଟଣାଗଡ଼ ଓ ବେଲପଡା ଓ ଲାଠୋର ଅଞ୍ଚଳର।

ଗତ ୪ ତାରିଖ ଦିନ ବୌଦ୍ଧ ମନମୁଣ୍ଡା ଗାଁର ରଞ୍ଜନ ମେହେର ଥାନାରେ ଅଭିଯୋଗ କରିଥିଲେ କି ଏକ ଅଜଣା କଲରୁ ଗୋଟିଏ କୂଅରୁ ପାଖା ପାଖି ପାଞ୍ଚ ଲକ୍ଷରୁ ଅଧିକ ସୁନା ବାହାରିଛି।1.5 କେଜି ର ସୁନାକୁ ଦୁଇ ଲକ୍ଷ ଟଙ୍କା ଦେଇ ନେଇ ପାରିବେ। ସେ 2 ଲକ୍ଷ ଟଙ୍କା ନଗଦ ଦେଇଥିଲେ। ଅଭିଯୋଗ ପରେ ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ  ଘଟଣାର ତଦନ୍ତ  ଏହି ନକଲି ସୁନା ଗ୍ୟାଙ୍ଗର ପର୍ଦାଫାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ ରେ ଏସଡ଼ିପିଓ ସୁମନ୍ତ ବାରିକଙ୍କ ସୂଚନା ଦେଇଛନ୍ତି।

   Related Posts