Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ସ୍ପା ସେଣ୍ଟରରେ ଚଢ଼ଉକରି ଦେହଜୀବି ଓ ଗରାଖ ସମେତ ମୋଟ ୭ଜଣଙ୍କୁ ଗିରଫ କଲା ପୋଲିସ

29/12/2018 at 5:20 PM

କୋଲକାତା ୨୯/୧୨- କୋଲକାତାର ଫୁଲବାଗନ ଥାନା ଅଂଚଳରେ ପୋଲିସ ସ୍ପା ସେଣ୍ଟର ଉପରେ ଅତର୍କିତ ଚଢ଼ାଉ କରି ଦେହଜୀବି, ଗ୍ରାହକ, ହୋଟେଲ ମ୍ୟାନେଜର ସମେତ ମୋଟ ୭ଜଣକୁ ଗିରଫ କରିଛି ।

କିଛିଦିନହେଲା ସ୍ଥାନୀୟଲୋକ ସ୍ଫା ସେଣ୍ଟରରେ ଦେହ ବ୍ୟବସାୟ ଚାଲୁଛି ବୋଲି ପୋଲିସ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରଠାରୁ ପୋଲିସ ସ୍ଫା ସେଣ୍ଟର ଉପରେ ନଜର ରଖିଥିଲା ।

ଗୁରୁବାର ରାତିରେ ଅତର୍କିତ ଚଢ଼ାଉକରି ସ୍ଫା ସେଣ୍ଟରର ଅସଂଯତ ଅବସ୍ଥାରେଥିବା ତିନିଜଣ ଯୁବତୀ ଓ ତିନିଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ସ୍ଫା ସେଣ୍ଟରରୁ ବିପୁଳ ପରିମାଣରେ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ପୋଲିସ ସ୍ଫା ସେଣ୍ଟରର ମ୍ୟାନେଜର ରିଙ୍କୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

   Related Posts