ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ରାଇରଙ୍ଗପୁର ଜୁଆ ଆଡ୍ଡା ଉପରେ ଚଢ଼ାଉ ; ୧୦ ଗିରଫ

3/09/2018 at 4:45 PM

ରାଇରଙ୍ଗପୁର ୩/୯ : ଜୁଆ ଖେଳ ଚାଲିଥିବା ବେଳେ ୧୦ ଜଣଙ୍କୁ କାବୁ କଲା ରାଇରଙ୍ଗପୁର ପୋଲିସ | ସ୍ଥାନୀୟ ଗୋଶାଳାବଡା ୭ନଂ ୱାର୍ଡର ସୁନୀଲ ସାହୁଙ୍କ ଘରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା | ଚଢ଼ାଉ ବେଳେ ୧୦ ଜଣଙ୍କୁ ଗିରଫ କରିବା ସହ ୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ | ଏହା ସହ ୧୧ ଟି ମୋବାଇଲ ଫୋନ, ୧୧ଟି ତାସ ବଂଡଲ ଓ ୫ଟି ବାଇକ ଜବତ କରିଛି ପୋଲିସ | ଗିରଫ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି | ସୂଚନା ଅନୁଯାୟୀ ସେଠାରେ ପାଖାପାଖି ୨ ବର୍ଷ ହେଲା ଜୁଆ ଖେଳ ଚାଲିଥିଲା | ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା |

   Related Posts