Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଚୋରି ସାମଗ୍ରୀ ଉଦ୍ଧାର, ୧ ଗିରଫ

6/06/2021 at 10:11 PM

ପାଟଣା, ୦୬/୦୬: କେନ୍ଦୁଝର ଜିଲ୍ଲା ସାହାରପଡା ସ୍ଥିତ ଗୋରାଣ୍ଡି ଯୋଡିରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ନିର୍ମାଣଧିନ ଛାତ୍ରୀ ନିବାସର ବହୁ ଗୁରୁତ୍ୱପୂର୍ଣ ସାମଗ୍ରୀ ଚୋରି ହୋଇଥିବାର ସାହାରପଡା ଫାଣ୍ଡିରେ ସମ୍ପୃକ୍ତ ଠିକାଦାର ଅଭିଯୋଗ କରିଥିଲେ I ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ତଦନ୍ତ କରି, ଚୋରିରେ ସମ୍ପୃକ୍ତ ଥିବା ସାହାରପଡା ଗ୍ରାମ ପାତ୍ରସାହିର ଗିରିଧାରୀ ପାତ୍ରଙ୍କ ପୁଅ ମାନସ ପାତ୍ରକୁ ଗିରଫ କରିଛି ।

ଅଭିଯୁକ୍ତ ଗୋଟିଏ ଡ଼ିଜି, ୪୨ଟି ସିଲିଙ୍ଗ ଫ୍ୟାନ, ଗୋଟିଏ ୱେଲଡିଂ ମେସିନ, ୪ଟି ଏକଜିଷ୍ଟ ଫ୍ୟାନ, ୧୦ଟି ଟିୟୁବ ଲାଇଟ, ୨ଟି ଫାଇବର କବାଟ ଜବତ କରିଛି ପୋଲିସ । ଏନେଇ ପାଟଣା ଥାନାରେ  ୭୪/୨୦୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ସୋମବାର ଅଭିଯୁକ୍ତର କରୋନା ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।

   Related Posts