Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଚୋରା ମଦ ବେପାରୀକୁ ଗିରଫ କଲା ପୋଲିସ୍‌, ୧୩୭ ବୋତଲ ବିଦେଶୀ ମଦ ଜବତ

2/10/2021 at 10:06 PM

ବାଲିପାଟଣା, ୦୨/୧୦: ଚୋରା ମଦ କାରବାର ଅଭିଯୋଗରେ ଜଣେ ମଦ ବେପାରୀକୁ ଗିରଫ କରିଛି ବାଲିପାଟଣା ପୋଲିସ୍ । ଗିରଫ ମଦ ବେପାରୀ ହେଉଛି ଅଚ୍ୟୁତପୁର ଗ୍ରାମର ନାରାୟଣ ନାୟକ । ସେ ବାଲିପାଟଣା ଥାନା ଗାରେଡ଼ିପାଞ୍ଚଣ ଗ୍ରାମରେ ଭଡାରେ ରହୁଥିଲା । କୌଣସି ସୂତ୍ରରୁ ଖବର ପାଇ ବାଲିପାଟଣା ପୋଲିସ୍ ଚଢାଉ କରି ଭଡାଘରୁ ୧୩୭ ବୋତଲ ବିଦେଶୀ ମଦ ଜବତ କରିଛି ।

   Related Posts