ଗିରଫ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟ

Published By : Prameya-News7 Bureau | November 13, 2019 IST

ଭୁବନେଶ୍ବର ୧୩।୧୧: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଆଚାର୍ଯ୍ୟ ଗିରଫ ହୋଇଛି । ୨୦୦୪ ଦାଦାବଟି ଓ ହତ୍ୟା ଘଟଣାରେ ରାଜାକୁ ଗିରଫ କରିଛି ପୋଲିସ । ଭୁବନେଶ୍ବର ବଡଗଡ ଅଞ୍ଚଳରୁ ରାଜାକୁ ଗିରଫ କରିଛି ପୋଲିସ । କୋର୍ଟଙ୍କ ଓ୍ଵାରେଣ୍ଟ ବଳରେ ପୋଲିସ ରାଜା ଆଚାର୍ଯ୍ୟକୁ ଗିରଫ କରିଥିବା ସୂଚନା ମିଳିଛି । ଆସନ୍ତାକାଲି ରାଜାଙ୍କୁ କୋର୍ଟରେ ହାଜର କରାଯାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.