Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ସର୍ବସାଧାରଣରେ ଦମ୍ପତ୍ତି କଲେ ଏମିତି କାମ ! ଗିରଫ କଲା ପୋଲିସ, ଜାଣନ୍ତୁ ପୂରା ଘଟଣା…

8/12/2021 at 7:08 PM

 ନୂଆଦିଲ୍ଲୀ ୦୮/୧୨ : ଧିରେ ଧିରେ ବ୍ରାଜିଲର ଏକ ସମଦ୍ର କୁଳରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା । ଏହି ସମୟରେ ଏକ ଦମ୍ପତ୍ତି ନିଜ ଉପରେ ନିୟନ୍ତ୍ରଣ ହରାଇ ବସିଲେ। ସମସ୍ତଙ୍କ ସାମ୍ନାରେ କରିବସିଲେ ଗୋପନୀୟ କାର୍ଯ୍ୟ କଳାପ । ଦମ୍ପତ୍ତିଙ୍କ  ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। କୌଣସି ସୂତ୍ରରୁ ଖବର ପାଇ ସେଠାରେ ପୋଲିସ ପହଞ୍ଚି ଏହି ନିନ୍ଦନୀୟ କାମ କରୁଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି।

ଏହି ଘଟଣା ବ୍ରାଜିଲର ରିଓଡ଼ି ଜେନେରିଓରେ ଦେଖିବାକୁ ମିଳିଛି। ଡେଲି ଷ୍ଟାରରେ ପ୍ରକାଶିତ ରିପୋର୍ଟ ମୁତାବିକ ବ୍ରାଜିଲର କାବୋପ୍ରିଓ ସମୁଦ୍ର କୁଳରେ ଏପରି ଘଟିଛି। ଘଟଣା ଅନୁସାରେ ସମସ୍ତ ପର୍ଯ୍ୟଟକଙ୍କ ସାମ୍ନାରେ ସମୁଦ୍ର କୁଳରେ ଦମ୍ପତ୍ତି ଲଜ୍ଜ୍ୟାଜନକ ଗୋପନୀୟ କାମ କାମ କରିବା ଆରମ୍ଭ କଲେ। ସେଠାରେ ଥିବା ବହୁ ପର୍ଯ୍ୟଟକ ଏହି ଆପତ୍ତି ଜନକ ଘଟଣାର ଭିଡିଓ ଉତ୍ତୋଳନ ନିଜ ମୋବାଇଲରେ କରିଥିଲେ । ପରେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଉଭୟ ସ୍ୱାମି-ସ୍ତ୍ରୀ ଅସଞ୍ଜତ ଅବସ୍ଥାରେ ଥିବା ଦେଖାଯାଇଛି। ଏହି ସମୟରେ ସମୁଦ୍ର କୂଳରେ ବହୁତ ଲୋକଥିଲେ। କିନ୍ତୁ ସେମାନେ କାହାରିକୁ ଖାତିର୍ ନକରି ସମସ୍ତଙ୍କ ଆଗରେ ଏହି ନିନ୍ଦନୀୟ କାମ କରିଚାଲିଥିଲେ। ସ୍ଥାନୀୟ ପୋଲିସ ଖବର ପାଇ ସେଠାରେ ପହଞ୍ଚି ଉଭୟଙ୍କୁ ଗିରଫ କରିଛି। ସେମାନଙ୍କର ପରିଚୟ ପ୍ରକାଶ କରାଯାଇନାହିଁ।

   Related Posts