Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୁଲିସ ଅବହେଳାରୁ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

31/07/2020 at 9:23 AM

ଢ଼େଙ୍କାନାଳ୩୧/୭: ଜଣେ ଯୁବକର ବାରମ୍ବାର ଅସଦାଚରଣକୁ ନେଇ ଫାଣ୍ଡିରେ ଅଭିଯୋଗ ସତ୍ୱେ ଢେଙ୍କାନଲ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ପୁଲିସ ଗୁରୁତ୍ୱ ଦେଇନଥିବା ଘଟଣା ଏବେ ଜଟିଳ ହେବାରେ ଲାଗିଛି । ଏପରିକି ନିର୍ଯ୍ୟାତନା ଅସହ୍ୟ କରିବା ଓ ପୁଲିସ ଉପରୁ ଆସ୍ଥା ତୁଟାଇ ନାବାଳିକା ପୀଡିତା ଆତ୍ମହତ୍ୟା ଘଟଣା ପ୍ରଥମେ ନ୍ୟୁଜ ୭ରେ ପ୍ରସାରିତ ହୋଇଥିଲା । ଫଳରେ   ପୁଲିସର ଚେତା ପଶିଥିଲା। ଏହି ମାମଲାରେ ଗତ କାଲି ଭାପୁର ଫାଣ୍ଡି ଏଏସାଇ ପଦ୍ମନାଭ ସାହୁଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନିଲମ୍ବିତ କରିଛନ୍ତି । ସେପଟେ

ଘଟଣାର ଗୋଟିଏ ଫିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଦିନ ବନ୍ଧୁପୁରର ସୁବାଷ ମୁଦୁଲିକୁ ଗିରଫ କରିବା ରେ ପୁଲିସ ବିଫଳ ହୋଇଛି । ଫଳରେ ଆଜି ବିଜେପିର ଏକ ପ୍ରତିନିଧି ଦଳ ମୃତା ନାବାଲିକାର ଗ୍ରାମକୁ ଯାଉଥିବାଖବର ମିଳିଛି । ଫଳରେ ପୁଲିସ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି ।

   Related Posts