Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

ଘୁଞ୍ଚିଲା ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣି

9/07/2019 at 1:13 PM

ନୂଆଦିଲ୍ଲୀ ୯|୭: ଚାରି ସପ୍ତାହ ଘୁଞ୍ଚିଲା ପୋଲାଭରମ ପ୍ରକଳ୍ପ ମାମଲାର ଶୁଣାଣି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ନୂଆ ଆଡଭୋକେଟ ନିଯୁକ୍ତ ହୋଇଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଶୁଣାଣିକୁ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ ଆନ୍ଧ୍ର ସରକାର । ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏନ୍‌. ଭି ରମନ୍ନାଙ୍କ ଦ୍ବାରା ଗଠିତ ୩ ଜଣିଆ ଖଣ୍ଡପୀଠରେ ପୋଲାଭରମ୍ ମାମଲାର ଶୁଣାଣି ହୋଇଥିଲା ।

   Related Posts