ଘୁଞ୍ଚିଲା ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣି
9/07/2019 at 1:13 PM

ନୂଆଦିଲ୍ଲୀ ୯|୭: ଚାରି ସପ୍ତାହ ଘୁଞ୍ଚିଲା ପୋଲାଭରମ ପ୍ରକଳ୍ପ ମାମଲାର ଶୁଣାଣି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ନୂଆ ଆଡଭୋକେଟ ନିଯୁକ୍ତ ହୋଇଥିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଶୁଣାଣିକୁ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ ଆନ୍ଧ୍ର ସରକାର । ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏନ୍. ଭି ରମନ୍ନାଙ୍କ ଦ୍ବାରା ଗଠିତ ୩ ଜଣିଆ ଖଣ୍ଡପୀଠରେ ପୋଲାଭରମ୍ ମାମଲାର ଶୁଣାଣି ହୋଇଥିଲା ।
Related Posts
ଟ୍ରାକ୍ରୁ ଖସିଲା ଟ୍ରେନ୍, ଶହିଦ ଏକ୍ସପ୍ରେସ୍ର ୨ଟି ବଗି ଲାଇନ୍ଚ୍ୟୁତ
18 January 2021