Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଗର୍ଭପାତ ବ୍ୟାନ୍ ଆଇନକୁ ତୀବ୍ର ବିରୋଧ, ରାସ୍ତାରେ ଉଲଗ୍ନ ହୋଇ ପ୍ରତିବାଦ କଲେ ମହିଳା

26/10/2020 at 10:48 PM

ୟୁକ୍ରେନ, ୨୬।୧୦:  ୟୁକ୍ରେନର ରେଡିକାଲ ଫେମିନିଷ୍ଟ ଗ୍ରୁପର ଜଣେ ମହିଳା ସଦସ୍ୟ ଉଲଗ୍ନ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସେ କିଏଭରେ ଅବସ୍ଥିତ ପୋଲାଣ୍ଡ ଦୂତାବାସ ସାମ୍ନାରେ ପୋଲାଣ୍ଡରେ ଦେଶରେ ଗର୍ଭପାତକୁ ବ୍ୟାନ୍ କରିବା ଆଉନ ବିରୋଧରେ ଏପରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମହିଳା ଜଣଙ୍କ କହିଛନ୍ତି ଯେ, ତାଙ୍କ ଶରୀର ତାଙ୍କ ଇଚ୍ଛା । ସେ ଯାହା କରିପାରିବେ । ଏହାସହ ସେ ନିଜ ପାଟିରେ ହ୍ୟାଙ୍ଗର ଝୁଲାଇ ବିରୋଧ ପ୍ରଦର୍ଶନ କରିବା ସହ ଗର୍ଭପାତ କଟକଣା ଆଇନର  ପ୍ରତିବାଦ କରିଛନ୍ତି । ତେବେ ପୋଲିସ ତାଙ୍କୁ ଗିରଫ କରିଛି ।

କେବଳ ଏହି ମହିଳା ନୁହେଁ ଗ୍ରୁପର ଆହୁରି ଅନେକ ସଦସ୍ୟ ସୋମବାର ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲାଣ୍ଡ ମହିଳାଙ୍କ ସମର୍ଥନରେ ସେମାନେ ଏହି ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଜଣେ ମହିଳା କହିଛନ୍ତି ଯେ, ସରକାର ନିରାପଦ ଗର୍ଭପାତ ବ୍ୟାନ୍ ବିଷୟରେ କହୁଛନ୍ତି । ତେଣୁ ଏବେ ସରକାରଙ୍କୁ ବିରୋଧ କରାଯିବ ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ପୋଲାଣ୍ଡ ସରକାର ଗର୍ଭପାତ ଉପରେ ବ୍ୟାନ୍ ଲାଗୁ ନେଇ ଏକ ନିୟମ ପ୍ରଣୟନ କରିଥିଲେ । ଫଳରେ କେବଳ ଦୁଷ୍କର୍ମ ପୀଡିତା କିମ୍ବା ମାଆର ଜୀବନ ପ୍ରତି ବିପଦ ଥିଲେ ଗର୍ଭପାତକୁ ଅନୁମତି ମିଳିବ ।

   Related Posts