Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଭୂମିକମ୍ପରେ ପାକିସ୍ତାନ ଅଧିକୃତ କାଶ୍ମୀର ଛାରଖାର – ୧୯ ଜଣଙ୍କର ମୃତ୍ୟୁ ,୩୦୦ ଆହତ

24/09/2019 at 5:18 PM

ଇସଲାମାବାଦ – ପାକିସ୍ତାନର ଲାହୋର ନିକଟସ୍ଥ ଜାଟଲାନ ଅଞ୍ଚଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ଭୟଙ୍କର କ୍ଷୟକ୍ଷତି ହୋଇଛି । ଏଥିରେ ଅନେକ ଘର ଭାଙ୍ଗିଯାଇଥିବା ସହ ରାସ୍ତାଘାଟ ଧସିଯାଇଛି। ଭୂମିକମ୍ପ ଯୋଗୁଁ ପିଓକେରେ ଅନେକ ଘର ଭାଙ୍ଗିଯାଇଛି । କେବଳ ସେତିକି ନୁହେଁ ଅନେକ ରାସ୍ତା ଘାଟ ଧସିଯିବା ସହ ଗାଡିମଟର ଘାଟୀ ରାସ୍ତାର ତଳକୁ ଖସି ପଡିଛି ।
ଭୂମିକମ୍ପ ଏତେ ଭୟାନକ ଥିଲା ଯେ ପାହାଡ ଉପରେ ରାସ୍ତା ସମ୍ପୂର୍ଣ୍ଣ ରୂପେ ଧସିଯାଇଛି । ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ ଜଣ ଆହତ ହୋଇଛନ୍ତି ।

ପିଓକେର ମୀରପୁରରେ ଥିବା ଜାଟଲାନ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା । ଭମିକମ୍ପର ତୀବ୍ରତା ୬.୩ ରହିଥିଲା ।
୨୦୦୫ ମସିହାର ମଧ୍ୟ ଏହାଠାରୁ ବଡ ଭୂମିକମ୍ପ ହୋଇଥିଲା । ଏଥିରେ ପିଓକେରେ ପ୍ରବଳ କ୍ଷୟକ୍ଷତି ହୋଇଥିଲା ।

   Related Posts