Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଅଣ୍ଡା ଖାଉଥିବା ବ୍ୟକ୍ତିଙ୍କ ପାଇଁ ଖରାପ ଖବର : ଏଥିରୁ ବାହାରୁଛି ବିଷାକ୍ତ କୀଟନାଶକ ଫିପ୍ରୋନେଲ୍

2/04/2019 at 5:21 PM

ଭୁବନେଶ୍ବର ୨/୪: ନିକଟରେ ଅଣ୍ଡାରୁ ବିଷାକ୍ତ  କୀଟନାଶକ ଫିପ୍ରୋନେଲ୍ ଯାହା ମନୁଷ୍ୟ ଶରୀର ନିମନ୍ତେ କ୍ଷତିକାରକ ସାବ୍ୟସ୍ତ ହୋଇଛି। ୟୁରୋପର ବଜାରରେ ଅଣ୍ଡାରୁ ଏକ ବିଷାକ୍ତ କୀଟନାଶକ ମିଳିଥିବା ଜଣାପଡ଼ିଛି ଯାହା ଫଳରେ ଏଠାକାର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି ଏବଂ ଅଧିକାଂଶ ଲୋକେ ଅଣ୍ଡା ଖାଇବା ବନ୍ଦ କରିଦେଲେଣି।

୧୫ଟି ୟୁରୋପୀୟ ଦେଶଗୁଡ଼ିକ ହେଲା ବେଲଜିୟମ,ହଲାଣ୍ଡ,ଆଇଲାଣ୍ଡ,ପୋଲାଣ୍ଡ,ଇଟାଲୀ,ରୋମାନିଆ,ଡେନମାର୍କ,ଲକ୍ସମବର୍ଗ,ସ୍ଲୋବେନିଆ,ସ୍ବିଡେନ,ସ୍ଲୋଭାକିଆ,ଡଚ,ୟୁକେ ଏବଂ ଅଷ୍ଟ୍ରିଆ। ଏହା ବ୍ୟତୀତ ସ୍ବିଜରଲ୍ୟାଣ୍ଡ ଏବଂ ହଙ୍ଗକଙ୍ଗରେ ମଧ୍ୟ ଅଣ୍ଡାରେ କୀଟନାଶକ ଦେଖିବାକୁ ମିଳୁଛି।

ଯଦି ଫିପ୍ରୋନେଲର ଅଧିକ ମାତ୍ରା ଆମ ଶରୀରରେ ପ୍ରବେଶ କରିବ ତେବେ ଲିଭର,କିଡନି,ବାନ୍ତି,ମୁଣ୍ଡ ଘୂରାଇବା,ପେଟ ବ୍ୟଥା ସହ ଥାଇରଏଡ଼ ଗ୍ରନ୍ଥିକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ।  

ଆମେ ପଶୁର ରକ୍ତ ଶୋଷୁଥିବା କୀଟ ଉକୁଣୀ,ଡାଆଁଶ ଏବଂ ମାଛିକୁ ମାରିବା ପାଇଁ ଫିପ୍ରୋନେଲର ବ୍ୟବହାର କରିଥାଉ।

   Related Posts