ପରିଣତ ବୟସରେ କ୍ୟାନସର ଯନ୍ତ୍ରଣାରେ ହାରିଯାଇନଥିବା ଲେଖିକା ଅନସୂୟା ସାମନ୍ତରାୟ
5/09/2018 at 1:12 AM

ପରିଣତ ବୟସରେ କ୍ୟାନସର ଯନ୍ତ୍ରଣା । ତଥାପି ଅଟକି ଯାଇନି ତାଙ୍କ ସାହିତ୍ୟ ସାଧନା । ଜୀବନମରଣ ସଂଘର୍ଷ ସହ ହୃଦୟସ୍ପର୍ଶୀ କବିତା ରଚନା କରି ସାଉଣ୍ଟିଛନ୍ତି ଅନେକ ପ୍ରଶଂସା । ଆମେ କହୁଛୁ କେ।ରାପୁଟର ଜଣାଶୁଣା ଲେଖିକା ଅନସୂୟା ସାମନ୍ତରାୟଙ୍କ କଥା । ତାଙ୍କର ଏପରି ସାରସ୍ବତ ସାଧନା ଓ ସଂଘର୍ଷ ଅନେକ କ୍ୟାନସର ରୋଗୀଙ୍କୁ ଯୋଗାଉଛି ପ୍ରେରଣ