Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୨୪ ତାରିଖରେ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ ଭୁବନେଶ୍ବର ଆଇଆଇଟି

20/12/2018 at 9:22 PM

ଖୋର୍ଦ୍ଧା ୨୦|୧୨: ଆସନ୍ତା ୨୪ତାରିଖରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧ।  ମୁକୁନ୍ଦ ପ୍ରସାଦ ମୌଜାରେ ଥିବା ଗୋଶାଳା  ପଡିଆକୁ ଆସିବାର କାର୍ଯୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ପଡିଆରେ ହେଲିକାପ୍ଟର ଯୋଗେ ଅବତରଣ କରିବା ପରେ ଦିନ ୨ଟାରେ ଆଇଆଇଟି ଅରୁଗୁଳ କ୍ୟାମ୍ପସରେ ଦେଶଉଦେଶ୍ୟରେ ଏହି କ୍ୟାମ୍ପସକୁ ଲୋକାର୍ପତ କରିବା ସହିତ ବ୍ରହ୍ମପୁରରେ ହେବାକୁ ଥିବା ଆଇଜରକ୍ୟାମ୍ପସର ଶିଳାନ୍ୟାସ ଭିଡିଓ କନଫେରନ୍ସ ମାଧ୍ୟମରେ କରିବେ ।  ଏହି ଉତ୍ସବରେ ପ୍ରଧାମନ୍ତ୍ରୀଙ୍କସହିତ  ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ସଡକ ଓ ପରିବହନମନ୍ତ୍ରୀ ନିତିନ ଗଡରକରୀ , କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ , ପ୍ରକାଶ ଜାଭେଦକର୍ , କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରମୁଖଯୋଗଦାନ କରିବେ। ଏନେଇ ଆଜି  ଭୂବନେଶ୍ବର ଆଇଆଇଟିନିର୍ଦ୍ଦଶେକ ଏସଭି ରାଜା କୁମାର  ସାମ୍ବାଦିକସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିରେ ବ୍ରହ୍ମପୁର ଆଇଜର ନିର୍ଦ୍ଦଶେକ କେଭିଆର୍ ଚରିୟ ଉପସ୍ଥିତ ଥିଲେ।

   Related Posts