ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି

Published By : Prameya-News7 Bureau | May 30, 2018 IST

ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦି । ପ୍ରଥମେ ଇଣ୍ଡେ।ନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ଆଜି ଇଣ୍ଡେ।ନେସିଆ ରାଷ୍ଟ୍ରପତି ଜେ।କେ। ୱିଡେ।ଡେ।ଙ୍କ ସହି ବିଭିନ୍ନ ଦ୍ୱିପାକ୍ଷିକ ଆଲେ।ଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଇଣ୍ଡେ।ନେସିଆର ସିଇଓ ଫେ।ରମ ବୈଠକରେ ଯେ।ଗଦେବେ । ଏହାପରେ ଇଣ୍ଡୋନେସୀଆରେ ଭାରତୀୟଙ୍କୁ ମେ।ଦି ସମ୍ବେ।ଧନ କରିବେ । ଗତକାଲି ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଥିଲେ ମେ।ଦି । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ରିଜ କାର୍ଲଟନ ହେ।ଟେଲ ବାହାରେ ଅପେକ୍ଷା କରିଥିବା ଭାରତୀୟ ସମୁଦାୟ ମେ।ଦିଙ୍କୁ ଭେଟିଥଲେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସିଙ୍ଗ।ପୁର ଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.