ଓଡିଶା ଗସ୍ତ ପୂର୍ବରୁ ମୋଦିଙ୍କ ଟ୍ବିଟ୍, ‘ଓଡିଶାରେ ଏମିତି କିଛି ବିଶେଷତା ଅଛି ଯାହା ମୋତେ ବାରମ୍ବାର ଟାଣି ଆଣୁଛି’

Published By : Prameya-News7 Bureau | April 02, 2019 IST

ଭୁବନେଶ୍ବର ୨|୪ :  ଓଡିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରିଛନ୍ତି । ଟ୍ବିଟ୍‌ରେ ମୋଦି କହିଛନ୍ତି ଓଡିଶାରେ ଏମିତି କିଛି ବିଶେଷତା ଅଛି ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି । ଆଜି କଳାହାଣ୍ଡି ଜିଲ୍ଲାରେ ଏକ ପ୍ରଚାର ସଭାରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି ।

{"id":99251,"align":"center","width":387,"height":382}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.