ଓଡିଶା ଗସ୍ତ ପୂର୍ବରୁ ମୋଦିଙ୍କ ଟ୍ବିଟ୍, ‘ଓଡିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ’

Published By : Prameya-News7 Bureau | April 06, 2019 IST

ଭୁବନେଶ୍ବର ୬|୪ :  ଓଡିଶା ଗସ୍ତ ପୂର୍ବରୁ ଟ୍ବିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଓଡିଶାର ସୁନ୍ଦରଗଡ ଓ ସୋନପୁରଠାରେ ଜନସଭାକୁ ସମ୍ବୋଧିତ କରିବି । ଓଡିଶାର ନିର୍ବାଚନୀ ଫଳାଫଳ ସାରା ଦେଶକୁ ଆଚମ୍ବିତ କରିବ । ବିଜେପି ରେକର୍ଡ ସଂଖ୍ୟାରେ ଆସନ ସହ ବିଜୟ ଲାଭ କରିବ । ଜନ ସାଧାରଣ ବିଜେଡି ଓ କଂଗ୍ରେସ ଉଭୟଙ୍କୁ ପ୍ରତ୍ୟାଖ୍ୟାନ କରିବେ ।

wp:core-embed/twitter {"url":"https://twitter.com/narendramodi/status/1114359620552876032","type":"rich","providerNameSlug":"twitter","className":""}
https://twitter.com/narendramodi/status/1114359620552876032
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.