Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଥୀ ହେବା ନେଇ ଚର୍ଚ୍ଚା

6/10/2018 at 3:46 PM

ପୁରୀ;୦୬/୧୦- ପୁରୀରୁ ମୋଦିଙ୍କ ପ୍ରାର୍ଥିତ୍ଵ ଚର୍ଚ୍ଚା ପ୍ରସଙ୍ଗ ।ବିଜେପି ପ୍ରଭାରି ଅରୁଣ ସିଂହଙ୍କ ପ୍ରତିକ୍ରିୟା,ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେବେ।ବିଜେପି ସଂସଦୀୟ ବୋର୍ଡରେ ଆଲୋଚନା ହେବ ।ସଂସଦୀୟ ବୋର୍ଡରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି’।‘ଓଡ଼ିଶାରେ ମିଶନ ୧୨୦+ ଲକ୍ଷ୍ୟରେ ଅଛୁ।ବିଜେଡି ମୁଖପାତ୍ର ଅମର ଶତପଥୀଙ୍କ ପ୍ରତିକ୍ରିୟା-ପ୍ରଧାନମନ୍ତ୍ରୀ ପ୍ରଥମେ ଉତ୍ତରପ୍ରଦେଶରେ ସ୍ଥିତି ସମ୍ଭାଳନ୍ତୁ ।ଯିଏ ବି ଛିଡ଼ା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ।୨ଟି ଉପନିର୍ବାଚନରେ ବିଜେପି ହାରିଛି ।ସାଧାରଣ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ।୨୦୧୯ରେ ଲୋକଙ୍କ ସମର୍ଥନରେ ପୁଣି କ୍ଷମତାକୁ ଫେରିବ ବିଜେଡି

   Related Posts