ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଥୀ ହେବା ନେଇ ଚର୍ଚ୍ଚା

Published By : Prameya-News7 Bureau | October 06, 2018 IST

ପୁରୀ;୦୬/୧୦- ପୁରୀରୁ ମୋଦିଙ୍କ ପ୍ରାର୍ଥିତ୍ଵ ଚର୍ଚ୍ଚା ପ୍ରସଙ୍ଗ ।ବିଜେପି ପ୍ରଭାରି ଅରୁଣ ସିଂହଙ୍କ ପ୍ରତିକ୍ରିୟା,ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେବେ।ବିଜେପି ସଂସଦୀୟ ବୋର୍ଡରେ ଆଲୋଚନା ହେବ ।ସଂସଦୀୟ ବୋର୍ଡରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି’।‘ଓଡ଼ିଶାରେ ମିଶନ ୧୨୦+ ଲକ୍ଷ୍ୟରେ ଅଛୁ।ବିଜେଡି ମୁଖପାତ୍ର ଅମର ଶତପଥୀଙ୍କ ପ୍ରତିକ୍ରିୟା-ପ୍ରଧାନମନ୍ତ୍ରୀ ପ୍ରଥମେ ଉତ୍ତରପ୍ରଦେଶରେ ସ୍ଥିତି ସମ୍ଭାଳନ୍ତୁ ।ଯିଏ ବି ଛିଡ଼ା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ।୨ଟି ଉପନିର୍ବାଚନରେ ବିଜେପି ହାରିଛି ।ସାଧାରଣ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ।୨୦୧୯ରେ ଲୋକଙ୍କ ସମର୍ଥନରେ ପୁଣି କ୍ଷମତାକୁ ଫେରିବ ବିଜେଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.