ଖୁବ୍ଶୀଘ୍ର ସାଉଦି ଆରବ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
5/10/2019 at 11:55 AM

ନୂଆଦିଲ୍ଲୀ ୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ସାଉଦି ଆରବ ଗସ୍ତ କରିପାରନ୍ତି । ଗସ୍ତ ସମୟରେ ସେଠାକାର ନେତା ଓ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ଭେଟିବେ ମୋଦି ।
ସେଠାରେ ସେ ଦ୍ବିପାକ୍ଷିକ ଆଲୋଚନା କରିପାରନ୍ତି । ସେହିପରି ମୋଦି ନିଜର ଗସ୍ତକାଳରେ ଗଳ୍ଫ ଦେଶର ରାଜଧାନୀରେ ଆୟୋଜିତ ହେବାକୁ ଥିବା ରିୟାଦରେ ପୁଞ୍ଜି ନିବେଶ ସମ୍ମିଳନୀରେ ଅଂଶଗ୍ରହଣ କରିପାରନ୍ତି ।
ନିକଟରେ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବ ଗସ୍ତ କରିଥିଲେ । ଏବେ ମୋଦିଙ୍କ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି । ତେବେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
Related Posts
୨୨ ଜାନୁୟାରୀ ବୈଠକରେ କୃଷିଆଇନ ନେଇ ବାହାରିପାରେ ସମାଧାନର ବାଟ
20 January 2021
ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
20 January 2021