Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ଦ୍ବିତୀୟ ଥର କ୍ଷମତାକୁ ଫେରିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ-କି -ବାତ କାର୍ଯ୍ୟକ୍ରମ : ଦିନ ୧୧ଟାରେ ରେଡିଓ ମାଧ୍ୟମରେ ଶୁଣି ପାରିବେ ଦେଶବାସୀ

30/06/2019 at 8:45 AM

ନୂଆଦିଲ୍ଲୀ ୩୦/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ମନ- କି – ବାତ କାର୍ଯ୍ୟକ୍ରମ ।  ଦ୍ବିତୀୟ ଥର କ୍ଷମତାକୁ ଫେରିବା ପରେ ମୋଦି  ଆଜି ପଥମ ଥର ପୁଣି  ମନ-କି -ବାତ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ।  ଆଜିର ମନ-କି ବାତ କାର୍ଯ୍ୟକ୍ରମ ଦିନ ୧୧ଟାରେ ରେଡିଓ ମାଧ୍ୟମରେ ପ୍ରସାରଣ ହେବ  ।  ସାଧାରଣ ନିର୍ବାଚନ  ପୂର୍ବରୁ ମାନେ ଗତ ପ୍ରେବ୍ରୁୟାରୀରେ ଶେଷ ଥର ପାଇଁ ମୋଦି ମନ-କି- ବାତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଆଜିର ମନ-କି -ବାତ କାର୍ଯ୍ୟକ୍ରମରେ  କିପରି  ଅଧିକାଂଶ ଦେଶବାସୀ ସାମିଲ ହୋଇପାରିବେ ସେନେଇ ଦଳର କର୍ମୀ  ମାନଙ୍କୁ  ବିଭିନ୍ନ ସ୍ଥାନରେ ବ୍ୟବସ୍ଥା କରିବାକୁ କୁହାଯାଇଛି । ନିଜେ ଗୃହ ମନ୍ତ୍ରୀ ଅମିତ ସାହା ଦଳର ଅନ୍ୟ ସଦସ୍ୟ ମାନଙ୍କ ସହ ଦ୍ବାରକାର କାକରୋଲା ଷ୍ଟାଡିୟମରେ ରେଡିଓ ମାଧ୍ୟମରେ ମନକି ବାତ କାର୍ଯ୍ୟକ୍ରମ ଶୁଣିବେ ।   ଗତକାଲି ଜାପାନର ଓସାକାରୁ ଜି-୨୦ ସମ୍ମିଳନୀରେ ଭାଗନେଇ ଭାରତ ଫେରିଛନ୍ତି ମୋଦି ।

   Related Posts