Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସନ୍ଦେଶ, ଜାଣନ୍ତୁ କଣ କହିଲେ

27/03/2019 at 12:17 PM

ନୂଆଦିଲ୍ଲୀ ୨୭|୩ :  ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ମୋଦି ଆଜି ଦେଶବାସୀଙ୍କୁ ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି ।

ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦି :

ଅନ୍ତରୀକ୍ଷ ମହାକାଶ ତାଲିକାରେ ଭାରତର ନାମ ସାମିଲ ହୋଇଛି ।

ଭାରତର ବୈଜ୍ଞାନିକ ସବୁ ଲକ୍ଷ୍ୟ ହାସଲ କରିଛନ୍ତି ।

ଅନ୍ତରୀକ୍ଷରେ ଏକ ସାଟେଲାଇଟ୍ କୁ ଭାରତ ଧ୍ବଂଶ କରିଛି ।

ମିଶନ ଶକ୍ତି ଅପରେସନକୁ ଭାରତ ପୁରା କରିଛି ।

ବିଶ୍ବର ଚତୁର୍ଥ ଦେଶ ଭାବେ ଭାରତକୁ ମିଳିଛି ସଫଳତା ।

ଅନ୍ତରୀକ୍ଷରେ ମଧ୍ୟ ଶତ୍ରୁ ଉପରେ ନଜର ରଖିବ ଭାରତ ।

ଦେଶବାସୀଙ୍କୁ ସମ୍ବୋଧନ କରିବା ନେଇ ଟ୍ବିଟ୍ କରି ପୂର୍ବକୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଟେଲିଭିଜନ, ରେଡିଓ, ସୋସିଆଲ ମିଡିଆରେ ସୂଚନା ଦେବା ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରିଥିଲେ । ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଥିଲେ ଯେ, ୧୧ଟା ୪୫ରୁ ୧୨ଟା ମଧ୍ୟରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି ।

   Related Posts