ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 25, 2019 IST

ନୂଆଦିଲ୍ଲୀ ୨୫|୬: ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ବିରୋଧୀ ଯେଉଁ ଟାର୍ଗେଟ୍ କରିଥିଲେ ତାର ଉପରେ କଡା ଜବାବ ରଖିପାରନ୍ତି ମୋଦି ।

ସେହିପରି ଦେଶର ଆନ୍ତରୀଣ ସୁରକ୍ଷା ଠାରୁ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ମଧ୍ୟ ମୋଦି ବିବୃତି ରଖିପାରନ୍ତି । ସେପଟେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବସିବ ବିଜେପି ସଂସଦୀୟ ଦଳ ବୈଠକ । ଯେଉଁଥିରେ ସଂସଦରେ ବିଭିନ୍ନ ବିଲ୍ ପାସ୍ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ବୋଲି ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.