ସାଂସଦ ଭାବେ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | June 17, 2019 IST

ନୂଆଦିଲ୍ଲୀ ୧୭/୬ : ୧୭ତମ ଲୋକସଭା ଅଧିବେଶନ ଓ ରାଜ୍ୟସଭା କାର୍ଯ୍ୟକାଳ ଆରମ୍ଭ ହୋଇସାରିଛି । ରାଷ୍ଟ୍ରସଂଗୀତ ପରେ  ଅଧିବେଶନ ଆରମ୍ଭ କରାଯାଇଛି । ରାଷ୍ଟ୍ରସଂଗୀତ ପରେ ୨ ମିନିଟ ଧ୍ୟାନ ହୋଇଥିଲା । ଏବେ ନବ ନିର୍ବାଚିତ ସାଂସଦ ଶପଥ ଗ୍ରହଣ କରୁଛନ୍ତି । ସର୍ବ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦି ଶପଥ ଗ୍ରହଣ କରିବା ସମୟରେ ପୁରା ସଂସଦ ମୋଦି ମୋଦି ନାରାରେ କମ୍ପି ଉଠିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.