ଆସନ୍ତା ୨୯ରୁ ଓଡିଶାରେ ପ୍ରଚାର ଆରମ୍ଭ କରିବେ ମୋଦି

Published By : Prameya-News7 Bureau | March 24, 2019 IST

ଭୁବନେଶ୍ବର ୨୪|୩ : ପୁଣି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମାର୍ଚ୍ଚ ୨୯ ଓ ଏପ୍ରିଲ ୧ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ୨୯ ତାରିଖରେ ଜୟପୁରରେ ସାଧାରଣ ସଭାରେ ଯୋଗଦେଇ ଓଡ଼ିଶାରେ ପ୍ରଥମ ପ୍ରଚାର କରିବେ ମୋଦି ।

ସେହିପରି ଏପ୍ରିଲ ୧ ରେ କାଳାହାଣ୍ଡିର ଭବାନୀପାଟଣାରେ ମଧ୍ୟ ସଭାକରି କର୍ମୀଙ୍କୁ ଉଦବୋଧନ ଦେବେ । ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ଓଡ଼ିଶା ଆସିବେ ୬ ଜଣ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଆରକେ ସିଂ, ଶିବରାଜ ସିଂ ଚୌହ୍ବାନ, ରାଧାମୋହନ ସିଂ, ସଞ୍ଜନ ପାଶୱାନ ଓ ରାମବିଚାର ନେତମ ମଧ୍ୟ ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.