Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆସନ୍ତା ୨୯ରୁ ଓଡିଶାରେ ପ୍ରଚାର ଆରମ୍ଭ କରିବେ ମୋଦି

24/03/2019 at 2:27 PM

ଭୁବନେଶ୍ବର ୨୪|୩ : ପୁଣି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମାର୍ଚ୍ଚ ୨୯ ଓ ଏପ୍ରିଲ ୧ରେ ଓଡ଼ିଶା ଗସ୍ତରେ ଆସିବେ ମୋଦି । ୨୯ ତାରିଖରେ ଜୟପୁରରେ ସାଧାରଣ ସଭାରେ ଯୋଗଦେଇ ଓଡ଼ିଶାରେ ପ୍ରଥମ ପ୍ରଚାର କରିବେ ମୋଦି ।

ସେହିପରି ଏପ୍ରିଲ ୧ ରେ କାଳାହାଣ୍ଡିର ଭବାନୀପାଟଣାରେ ମଧ୍ୟ ସଭାକରି କର୍ମୀଙ୍କୁ ଉଦବୋଧନ ଦେବେ । ତେବେ ମୋଦିଙ୍କ ଗସ୍ତ ପୂର୍ବରୁ ଓଡ଼ିଶା ଆସିବେ ୬ ଜଣ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଆରକେ ସିଂ, ଶିବରାଜ ସିଂ ଚୌହ୍ବାନ, ରାଧାମୋହନ ସିଂ, ସଞ୍ଜନ ପାଶୱାନ ଓ ରାମବିଚାର ନେତମ ମଧ୍ୟ ଆସିବେ ।

   Related Posts