କଟକ ବାଲିଯାତ୍ରା ପଡିଆରେ ମୋଦିଙ୍କ ଅଭିଭାଷଣ- "ବିକାଶ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧ"

Published By : Prameya-News7 Bureau | May 26, 2018 IST

କଟକ ବାଲିଯାତ୍ରା ପଡିଆରେ ମୋଦିଙ୍କ ଅଭିଭାଷଣ- "ବିକାଶ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧ" "କଳାଧନ,ଭ୍ରଷ୍ଟାଚାର ଲୋପ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧ... ଆମେ ବେନାମୀ ସମ୍ପତ୍ତି ଆଇନ ଆଣିଛୁ ... ଏପର୍ଯ୍ୟନ୍ତ ୩୫ ଶହ କୋଟି ଟଙ୍କା ଜବତ ହୋଇଛି ... ଭ୍ରଷ୍ଟାଚାର ଲାଗି ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଲ ଯାଇଛନ୍ତି ... ଆମ ସରକାର ଅମଳରେ ୩୦୦୦ ରୁ ଅଧିକ ଚଢ଼ାଉ ହୋଇଛି ..."

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.