Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କୋଭିଡ୍ ସ୍ଥିତିକୁ ନେଇ ଋଷ ରାଷ୍ଟ୍ରପତି ପୁଟ୍ଟିନ୍‌ଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ ମୋଦି

28/04/2021 at 7:07 PM

ନୂଆଦିଲ୍ଲୀ ୨୮/୦୪ : ଭାରତରେ କୋଭିଡ୍‌ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଦେଶରେ ସ୍ଥିତି ଅଣାୟତ ହୋଇପଡିଥିବା ବେଳେ ଚିନ୍ତା ବଢାଇଛି ଅକ୍ସିଜେନ ଅଭାବ । ଏହାରି ମଧ୍ୟରେ ଭାରତର ବନ୍ଧୁ ଦେଶ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟ୍ଟିନ୍‌ଙ୍କ ସହିତ କଥା ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷରୁ ଆସିବାକୁ ଥିବା ସ୍ଫୁଟନିକ୍‌ ଭି ଭ୍ୟାକସିନ୍‌ ବିଷୟରେ ଉଭୟ ନେତା ମଧ୍ୟରେ ଆଲୋଚନା ହୋଇଛି ।

ପୁଟ୍ଟିନ୍ ଏବଂ ମୋଦିଙ୍କ ମଧ୍ୟରେ ଦେଶରେ କରୋନା ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ​‌ବେଳେ ଭାରତକୁ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପୁଟ୍ଟିନ୍ । ଏହା ସହିତ ହାଇଡ୍ରୋଜେନ ଇକୋନୋମୀ ଏବଂ ଏନର୍ଜି ସେକ୍ଟର ବାବଦରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Image

   Related Posts