ଶିରିଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
19/10/2018 at 11:40 AM

ମହାରାଷ୍ଟ୍ର ୧୯/୧୦ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିରିଡି ଗସ୍ତ | ପ୍ରଧାନମନ୍ତ୍ରୀ ମୋଦି ଶିରିଡିରେ ପହଂଚି ସାରିଛନ୍ତି | ଶିରିଡି ସାଇ ବାବାଙ୍କ ସମାଧି ଶତ ବାର୍ଷିକୀ ଉଦଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି | ମୋଦିଙ୍କ ଗସ୍ତକୁ ନେଇ ଶିରିଡିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |