କେରଳରେ ବର୍ଷା ତାଣ୍ଡବ ; ଆକାଶ ମାର୍ଗରୁ ବନ୍ୟା ଅଂଚଳ ପରିଦର୍ଶନ କଲେ ମୋଦି

Published By : Prameya-News7 Bureau | August 18, 2018 IST

କେରଳରେ ବର୍ଷା ତାଣ୍ଡବ ମାଛିଚି | ଆକାଶ ମାର୍ଗରୁ ବନ୍ୟା ଅଂଚଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବନ୍ୟା ସ୍ଥିତି ସମୀକ୍ଷା ପରେ ମୋଦି ୫୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି | ଏହା ସହ ପ୍ରତି ମୁତକଙ୍କ ପରିବାର ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି | ପୂର୍ବରୁ ସ୍ଵରାଜ୍ୟ ମନ୍ତ୍ରୀ ରାଜନାଥ ସିଂ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ ୧୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ | କେରଳରେ ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୩୨୪ କୁ ପହଂଚିଲାଣି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.