ବିଜେପି କାର୍ଯ୍ୟାଳୟରେ ପହଁଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଦେବେ ବିଜୟ ଭାଷଣ

Published By : Prameya-News7 Bureau | May 23, 2019 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ବିଜୟୀ ହେବାପରେ ସେ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପହଂଚିଛନ୍ତି । କାର୍ଯ୍ୟକର୍ତ୍ତା ମୋଦିଙ୍କ ଜୋରଦାର ସ୍ୱାଗତ କରିଛନ୍ତି । ମୋଦିଙ୍କ ଉପରେ ଫୁଲ ବର୍ଷ କରିଛନ୍ତି କାର୍ଯ୍ୟକର୍ତ୍ତା । ଏହାପରେ ମୋଦି ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ଚିହ୍ନ ଦେଖାଇଥିଲେ । ବିଜେପି କାର୍ଯ୍ୟାଳୟରେ ରାଜନାଥ ସିଂହ, ଅମିତ ଶାହ, ସୁଷମା ସ୍ୱରାଜ, ଜେପି ନଡ୍ଡା, ଯାଦବ ଚନ୍ଦ୍ର ଗେହଲତ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରମୁଖ ଉପସ୍ଥିତ ଅଛନ୍ତି । ମୋଦି ବିଜେପି କାର୍ଯ୍ୟାଳୟରେ ପହଂଚି କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

wp:quote

Thank you India! Watch from the BJP Headquarters. https://t.co/6WTN8almav— Narendra Modi (@narendramodi) May 23, 2019

/wp:quote

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.