ଆସନ୍ତା ୨୨ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ; ଝାରସୁଗୁଡାରୁ ଉଡାନ ଯୋଜନାର ଶୁଭାରମ୍ଭ କରିବେ ମୋଦି
16/09/2018 at 12:25 PM

ଭୁବନେଶ୍ୱର ୧୬/୯ : ଆସନ୍ତା ୨୨ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି | ଝାରସୁଗୁଡାରୁ ଉଡାନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ |ଏହା ସହ ଓଡିଶାର ଦ୍ବିତୀୟ ବିମାନବନ୍ଦର କରିବେ ଲୋକାର୍ପଣ କରିବେ ମୋଦି | ଏହାସହ ବସୁନ୍ଧରା କୋଇଲା ଖଣିର ରେଳ ଲାଇନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ | ତାଳଚେର ସାର କାରଖାନାର ପୁନରୁଦ୍ଧାରର ଶିଳାନ୍ୟାସ କରିବେ \
MCL ଦ୍ବାରା ସୁନ୍ଦରଗଡରେ ରେଳପଥ କାର୍ଯ୍ୟର ଶୁଭାରମ୍ଭ କରିବେ |