ମୋଦିଙ୍କ ପ୍ରଚଣ୍ଡ ବିଜୟ ଦେଖି ଭାବ ବିହ୍ଵଳ ହେଲେ ମା ହୀରାବେନ ମୋଦି

Published By : Prameya-News7 Bureau | May 23, 2019 IST

ଲୋକସଭା ନିର୍ବାଚନ ଫଳାଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଆଗୁଆ ଅଛି । ବିଜେପି ପୁଣିଥରେ ସରକାର ଗଠନ କରିବା ନେଇ ସମ୍ଭାବନା ଦେଖାଦେଇଛି । ମୋଦିଙ୍କ ବିଜୟ ସମ୍ଭାବନା ମଧ୍ୟରେ ମୋଦିଙ୍କ ମା ହୀରାବେନ ମୋଦିଙ୍କୁ ଗାନ୍ଧୀନଗର ସ୍ଥିତ ନିଜ ବାସଭବନରେ ସାମ୍ବାଦିକଙ୍କମାନେ ସାକ୍ଷାତ କରିଛନ୍ତି ।

{"id":115094}

ମୋଦିଙ୍କ ମା କିଛି ସମୟ ପାଇଁ ବାହାରକୁ ଆସିଥିଲେ ।  ବାହାରକୁ ଆସି ସେ ସାମ୍ବାଦିକଙ୍କୁ ଅଭିବାଦନ ଜଣାଇଥିଲେ । ନିଜ ବାସଭବନ ବାହାରେ ଜମା ହୋଇଥିବା ଭିଡକୁ ଦେଖି ହୀରାବେନ ମୋଦି ହାତ ଯୋଡି ଜନତାଙ୍କୁ ଅଭିବାଦନ ଜଣାଇଥିଲେ ।

{"id":115095}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.