Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମୋଦିଙ୍କ ପ୍ରଚଣ୍ଡ ବିଜୟ ଦେଖି ଭାବ ବିହ୍ଵଳ ହେଲେ ମା ହୀରାବେନ ମୋଦି

23/05/2019 at 2:38 PM

ଲୋକସଭା ନିର୍ବାଚନ ଫଳାଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ଆଗୁଆ ଅଛି । ବିଜେପି ପୁଣିଥରେ ସରକାର ଗଠନ କରିବା ନେଇ ସମ୍ଭାବନା ଦେଖାଦେଇଛି । ମୋଦିଙ୍କ ବିଜୟ ସମ୍ଭାବନା ମଧ୍ୟରେ ମୋଦିଙ୍କ ମା ହୀରାବେନ ମୋଦିଙ୍କୁ ଗାନ୍ଧୀନଗର ସ୍ଥିତ ନିଜ ବାସଭବନରେ ସାମ୍ବାଦିକଙ୍କମାନେ ସାକ୍ଷାତ କରିଛନ୍ତି ।

ମୋଦିଙ୍କ ମା କିଛି ସମୟ ପାଇଁ ବାହାରକୁ ଆସିଥିଲେ ।  ବାହାରକୁ ଆସି ସେ ସାମ୍ବାଦିକଙ୍କୁ ଅଭିବାଦନ ଜଣାଇଥିଲେ । ନିଜ ବାସଭବନ ବାହାରେ ଜମା ହୋଇଥିବା ଭିଡକୁ ଦେଖି ହୀରାବେନ ମୋଦି ହାତ ଯୋଡି ଜନତାଙ୍କୁ ଅଭିବାଦନ ଜଣାଇଥିଲେ ।

   Related Posts