ମନ କୀ ବାତ୍ କାର୍ଯ୍ୟକ୍ରମର ଆଜି ୪୬ତମ ସଂସ୍କରଣ
29/07/2018 at 9:39 AM

ଆଜି ପ୍ରଧାନମନ୍ତ୍ରୀ ମ।ଦିଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ । ୪୬ତମ ସଂସ୍କରଣରେ ପ୍ରଥମେ କବି ନୀରଜଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହା ପେର ପ୍ରଥମ କରି କଲେଜ ପାଦ ଥାପିଥିବା ଛାତ୍ରଛାତ୍ରୀଙ୍କୁ ଶୁେଭଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ପ୍ରଧାନମନ୍ତ୍ରୀ । ଏଥି ସହ ଯୋଧପୁର AIIMS ର MBBS ପରୀକ୍ଷାରେ ସଫଳତା ପାଇଥିବା ମଧ୍ୟପ୍ରଦେଶର ଆଶାରାମ ଚୌଧରୀଙ୍କୁ ଶୁେଭଚ୍ଛା ଜଣାଇଥିଲେ ମୋଦି ।
Related Posts
ପ୍ରଥମେ ବ୍ୟବସାୟୀ ବଡ଼ବଡ଼ ଗୋଦାମ ତିଆରି କଲେ, ପରେ ଆଇନ ଆଣିଲେ ସରାକର: ଟିକାୟତ
26 February 2021