Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ VAIBHAVର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବୈଜ୍ଞାନିକଙ୍କୁ ଦେଲେ ଧନ୍ୟବାଦ

2/10/2020 at 10:01 PM

ନୂଆଦିଲ୍ଲୀ ୦୨।୧୦: ଗାନ୍ଧୀ ଜୟନ୍ତୀ  ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶ୍ଵିକ ଭାରତୀୟ ବୈଜ୍ଞାନିକ (ବୈଭବ) ଶିଖର ସମ୍ମିଳନୀର ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ସେହି ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଆଜି ନିଜର ପ୍ରସ୍ତାବ ଓ ବିଚାର ଉପସ୍ଥାପନ କରିଛନ୍ତି। ଭାରତ ସରକାର ବିଜ୍ଞାନ, ଅନୁସନ୍ଧାନ ଓ ନବାଚାରକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଉପାୟ କରିଛି। ସାମାଜିକ-ଆର୍ଥିକ ପରିବର୍ତ୍ତନ ଦିଗରେ ଆମ ପ୍ରୟାସରେ ବିଜ୍ଞାନର ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଛି।

ସେ କହିଛନ୍ତି ୨୦୧୪ରେ ୪ ନୂତନ ଟୀକାକୁ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଏଥିରେ ସ୍ଵଦେଶୀ ଭାବେ ବିକଶିତ ରୋଟା ଭାଇରସ୍ ଟୀକା ସାମିଲ। ଆମେ ସ୍ଵଦେଶୀ ଭ୍ୟାକସିନ ଉତ୍ପାଦନକୁ ପ୍ରୋତ୍ସାହନ ଦେଇ ଆସିଛୁ। ନିକଟରେ ସ୍ଵଦେଶୀ ନ୍ୟୁମୋକୋଲ ଭ୍ୟାକସିନ ପାଇଁ ବଜାର ପ୍ରାଧୀକରଣ ଦିଆଯାଇଛି। ଏହି ଟୀକାକରଣ କାର୍ଯ୍ୟକ୍ରମ ଆମର ପିଲାଙ୍କ ସ୍ଵାସ୍ଥ୍ୟ ଓ ପୋଷଣରେ ମହତ୍ଵ ଭୂମିକା ନିଭାଇବାରେ ସହାୟକ ହୋଇଥାଏ।

   Related Posts