ଏସିଆନ ଗେମ୍ସରେ ପଦକ ବିଜେତାଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଲେ ମୋଦି

Published By : Prameya-News7 Bureau | September 05, 2018 IST

ଜାକର୍ତ୍ତା ୫/୯ : ଜାକର୍ତ୍ତା ଏସିଆନ ଗେମ୍ସରେ ପଦକ ବିଜେତାଙ୍କୁ ଭେଟି ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାମନ୍ତ୍ରୀ ମୋଦି | ଦିଲ୍ଲୀରେ ଭାରତ ସରକାରଙ୍କ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଣ ଜଣ କରି ଏସିଆନ ଗେମ୍ସ ବିଜେତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ମୋଦି | ବିଜେତାଙ୍କ ଠାରୁ ସଫଳତା ସମ୍ପର୍କରେ ଶୁଣିଥିଲେ | ଏଥର ଭାରତ ଏସିଆନ ଗେମ୍ସରେ ୧୫ ଟି ସ୍ଵର୍ଣ ପଦକ, ୨୪ ଟି ରୋପ୍ୟ ପଦକ ଓ ୩୦ ଟି ବ୍ରୋଞ୍ଜ ପଦକ ସହ ସର୍ବ ମୋଟ ୬୯ଟି ପଦଜ ଜିତି ଇତିହାସରେ ତାର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି | ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଦକ ବିଜେତା ମଧ୍ୟ ଖୁସି ଜାହିର କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.