ଫିଟନେସ ଚ୍ୟାଲେଞ୍ଜ ଭିଡିଓ ଜାରି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଟ୍ୱିଟ ଜରିଆରେ ଭିଡିଓ ପୋଷ୍ଟ କରିଛନ୍ତି ମୋଦି | ଭିଡିଓରେ ମୋଦି ବିଭିନ୍ନ ଯୋଗାସନ,ବ୍ୟାୟାମ ସହ ଚାଲିବାର ଦୃଶ୍ୟ ରହିଛି |