Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମାର୍ଚ୍ଚ ୩ରୁ +2 ପରୀକ୍ଷା , ୩ତାରିଖରୁ ବିଜ୍ଞାନ ଓ ୪ତାରିଖରେ ଆରମ୍ଭ ହେବ କଳା-ବାଣିଜ୍ୟ

27/12/2019 at 5:29 PM

ଭୁବନେଶ୍ବର ୨୭।୧୨: ଆସନ୍ତା ମାର୍ଚ୍ଚ ୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଯୁକ୍ତ ୨ ପରୀକ୍ଷା ।  ମାର୍ଚ୍ଚ ୩ରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବ । ସେହିପରି ମାର୍ଚ୍ଚ ୪ତାରିଖରୁ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ । ସମସ୍ତ ପରୀକ୍ଷା ମାର୍ଚ୍ଚ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୨ଲକ୍ଷ ୧୮ହଜାର ୮୦୦ଜଣ ପରୀକ୍ଷାର୍ଥୀ କଳା ବିଭାଗରେ ପରୀକ୍ଷା ଦେବେ । ସେହିପରି ବିଜ୍ଞାନ ବିଭାଗରେ ୯୭ ହଜାର ୫୩୬ ପରୀକ୍ଷାର୍ଥୀ ଓ  ବାଣିଜ୍ୟ ୨୫ ହଜାର ୭୭୦ ପରୀକ୍ଷାର୍ଥୀ । ୨୦୨୦ ଜାନୁଆରୀ ୨୭ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ଫେବ୍ରୁଆରି ୫ ଯାଏ ଚାଲିବ । ପ୍ରାକ୍ଟିକାଲ ପରୀକ୍ଷାର ୩ଦିନ ପୂର୍ବରୁ ଅନଲାଇନ୍‌ରେ ମିଳିବ ଆଡମିଟ କାର୍ଡ ।  ମାର୍ଚ୍ଚ ୧୭ରୁ ଧନ୍ଦାମୂଳକ ପରୀକ୍ଷା ହେବ । ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।  ଏହି ପରୀକ୍ଷାରେ କପି ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବା ସହିତ ସିସିଟିଭିର ବ୍ୟବସ୍ଥା କରାଯିବ ।

   Related Posts