Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ପ୍ଲସ୍‌ ସାଇଜ୍‌ ମଡେଲ ସେୟାର କଲେ ନିଜର ହଟ୍‌ ଫଟୋ

29/07/2019 at 12:57 PM

ମୁମ୍ବାଇ୨୯|୭: ଅଧିକାଂଶ ସମୟରେ ହଲିଉଡ ମଡେଲ ନିଜର ସେକ୍ସି ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି। ତେବେ ଏଭଳି ଜଣେ ହଲିଉଡ ମଡେଲ ବିଷୟରେ ଜାଣନ୍ତୁ ଯିଏ ନିଜ ହଟ୍‌ ଫଟୋ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

 ପ୍ରତ୍ୟେକ ଳୋକ ଏହି ମଡେଲଙ୍କ ଫଟୋ ଦେଖି ତାଙ୍କ ଦିୱାନା ହେଇଯାଉଛନ୍ତି। ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରେ ଏହି ମଡେଲଙ୍କ ଫଟୋ। ଏହି ହଲିଉଡ ମଡେଲ ଆଶଲେ ଗ୍ରାହମ୍‌ ନାଁରେ ପରିଚିତ।  

ଆଶଲେ ଗ୍ରାହମ୍‌ ଜଣେ ପ୍ଲସ ସାଇଜ ମଡେଲ। ଆଶଲେଙ୍କୁ ସୋସିଆଲ ମିଡିଆର ସେକ୍ସି କୁଇନ୍‌ ବୋଲି କୁହାଯାଏ। ଆଶଲେଙ୍କ ହଟ୍‌ନେସ ଆଗରେ ଅନ୍ୟ ସବୁ ମଡେଲଙ୍କ ସୌନ୍ଦର୍ଯ୍ୟ ଫିକା ପଡିଯାଏ।

ଆଶଲେ ଗ୍ରାହମ୍‌ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ବହୁତ ହଟ୍‌ ଫଟୋ ପୋଷ୍ଟ କରନ୍ତି। ଏହି ଫଟୋ ଅନେକ ଲୋକଙ୍କୁ ପାଗଳ କରିଦିଏ। ଦର୍ଶକ ଆଶଲେଙ୍କ ଫଟୋ ପୋଷ୍ଟ କରିବା ନେଇ ଅପେକ୍ଷାରେ ଥାନ୍ତି।  

ତେବେ କିଛି ଦିନ ହେବ ତାଙ୍କର ଏକ ଫଟୋ ଅନେକ ଲୋକଙ୍କ ମଧ୍ୟରେ ନିଆଁ ଲଗାଇଛି। ଏହି ପ୍ଲସ ସାଇଜ୍‌ ମଡେଲ ବହୁତ ସେକ୍ସି ପୋଜ୍‌ରେ ଫଟୋଶୁଟ୍‌ କରିଛନ୍ତି।  

ଫଟୋରେ କୋଟି କୋଟି ଲୋକଙ୍କ ଲାଇକ୍‌ସ ଓ କମେଣ୍ଟ ମଧ୍ୟ ଆସିଛି।  

   Related Posts