ଆସନ୍ତା ୧୯ରେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

Published By : Prameya-News7 Bureau | May 17, 2018 IST

୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ୧୯ ତାରିଖ ଦିନ ୧୧ଟାରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ଏହି ଫଳାଫଳ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ଅଫିସିଆଲ ଉବସାଇଟchseodisha.nic.in. ରେଜଲ୍ଟ ଦେଖିପାରିବେ। ଏହାସହ orissaresults.nic.in.ରେ ମଧ୍ୟ ଛାତ୍ରଛାତ୍ରୀ ପରୀକ୍ଷାଫଳ ଦେଖିପାରିବେ। ପରିୀକ୍ଷାଥୟୀ ନିଜର ରୋଲ ନମ୍ବର ରେଜି‌େ‌;ଷ୍ଟ୍ରସନ ନମ୍ବର ଟାଇପ କରି ରେଜଲ୍ଟ ଜାଣି ପାରିବେ।ଚଳିତ ବର୍ଷ ଯୁକ୍ତ ଦୁଇ ବର୍ଗରେ ୩ ଲକ୍ଷ ୬୫ ହଜାର ୮୨୬ ପରୀକ୍ଷାର୍ଥୀ ରହିଥିବାବେଳେ ବିଜ୍ଞାନ ବିଭାଗରେ ୯୬ ହଜାରରୁ ଉଧ୍ବ ଛାତ୍ର ଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.