କେନ୍ଦ୍ରାପଡା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶିତ

Published By : Prameya-News7 Bureau | May 17, 2019 IST

କେନ୍ଦ୍ରାପଡା ୧୭|୫: କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଡିଗ୍ରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଆର୍ଟସରେ ପାସ ହାର ୯୫.୭୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୯୨.୦୩ ଓ ବିଜ୍ଞାନ ରେ ୯୫.୩୩ ପ୍ରତିଶତ ପାସ୍ ହାର ରହିଛି | ତନୁଜା ପ୍ରିୟଦର୍ଶିନୀ ଦାସ କଲେଜର ସାଇନ୍ସରେ ବେଷ୍ଟ ଗ୍ରାଜୁଏଟ ହୋଇଥିବା ବେଳେ ଆର୍ଟସ୍‌ରେ ଅଙ୍କିତା ନାୟକ ଓ ବାଣିଜ୍ୟରେ ପୁଷ୍ପାଞ୍ଜଳି ବିଶ୍ଵାଳ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି |

{"id":112838}

ସେହିପରି ଚଳିତ ବର୍ଷ ଛାତ୍ରୀମାନେ ଚଳିତ ବର୍ଷ ପରୀକ୍ଷାରେ ବେଶ୍ ଭଲ ପ୍ରଦର୍ଶନ କରିଥିବା କଲେଜ ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.