ପ୍ରକାଶ ପାଇଲା ଯୁକ୍ତ -୨ ବିଜ୍ଞାନ ରେଜଲ୍ଟ ; ସିଏଚଏସସି କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ
19/05/2018 at 6:36 AM

ପ୍ରକାଶ ପାଇଲା ଯୁକ୍ତ -୨ ବିଜ୍ଞାନ ରେଜଲ୍ଟ ; ସିଏଚଏସସି କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ
ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର …. www.chscodisha.nic.in ରେ ରେଜଲ୍ଟ ଉପଲବ୍ଧ …. ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିଲେ …. ପାସ ହୋଇଛନ୍ତି ୭୩ହଜାର ୨୧୧ ଜଣ …. ୯୦% ମାର୍କ ରଖିଛନ୍ତି ମାତ୍ର ୪୧ ଜଣ ପିଲା …. ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୨୦.୫୭ % …. ବାଲେଶ୍ୱର ଓ ନୟାଗଡ଼ରେ ସର୍ବାଧିକ ପାସ ହାର ରହିଛି ….
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021