Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆଜି ଠାରୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ: ନକ୍ସଲ ପ୍ରବଣ ଅଞ୍ଚଳରେ କମ୍ବିଂ ଜୋରଦାର

2/12/2019 at 7:21 AM

ଆଜିଠାରୁ ଆରମ୍ଭ ହୋଇଛି  ନକ୍ସଲଙ୍କ  ପିଏଲଜିଏ ସପ୍ତାହ । ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳିବାକୁ ନକ୍ସଲ ମାନ ଆହ୍ନାନ ଦେଇଛନ୍ତି । ବିଏସଏଫ, ସିଆରପିଏଫ, ଡିଭିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂକୁ ଜୋରଦାର କରାଯାଇଛି ।

ଏଥିପାଇଁ ଉପାନ୍ତ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ମାନ ଲଗାଯାଇଛି ।  ଏପକରିକି ବହୁଦିନ ପରେ ପାଇକ ମାଳ ଅଞ୍ଚଳରେ  ନକ୍ସଲ ମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି  । ସାଧାରଣତ ପିଏଲଜିଏ ସପ୍ତାହ ପାଳନ ବେଳେ ନକ୍ସଲ ମାନେ  କୌଣସି ବଡ  ଅଘଟଣ ମାନ ଘଟାଇବାର ସମ୍ଭାବନା ଥିବାରୁ ମାଲକାନଗିରି ପୋଲିସ ପକ୍ଷରୁ ଆନ୍ଧ୍ର ଓ ଛତିଶଗଡ ସୀମାକୁ ସିଲ୍ କରି ଦିଆଯାଇଛି । ବିଏସଏଫ, ସିଆରପିଏଫ, ଡିଭିଏଫ ଯବାନଙ୍କ ପକ୍ଷରୁ କୁମ୍ବିଂକୁ ଜୋରଦାର କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତର ମୁକାବିଲା ପାଇଁ ଗୁଇନ୍ଦା ବିଭାଗ ମଧ୍ୟ ସଜାଗ ରହଛି । ଜିଲ୍ଲା ବାହାର ତଥା ଅଚିହ୍ନା ଲୋକଙ୍କ ଗାଡି ଓ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି ।  ପିଏଲଜିଏ ସସ୍ତାହ ପାଳନ ବେଳେ ନକ୍ସଲ ମାନେ ଅଧିକ ହିଂସାତ୍ମକ କାର୍ଯ୍ୟକଳାପ କରିବାର ଆଶଙ୍କା ଧିବାରୁ  ସାଧାରଣ ଲୋକେ ଭୟଭିତ ନହୋଇ ପୋଲିସ ର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି ।

   Related Posts