ପିଏଲଏଫଆଇ ସଦସ୍ୟ ସୁଦାମ ସିଂ ଗିରଫ, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

Published By : Prameya-News7 Bureau | September 19, 2019 IST

ରାଉରକେଲା ୧୯|୯: ରାଉରକେଲା ବିଶ୍ରା ଅଞ୍ଚଳରୁ ଜଣେ ପିଏଲଏଫଆଇ ସଦସ୍ୟ ଗିରଫ ହୋଇଛି । ପିଏଲଏଫଆଇ ସଦସ୍ୟ ସୁଦାମ ସିଂକୁ ଗିରଫ କରିଛି ରାଉରକେଲା ପୋଲିସ । ତା ନିକଟରୁ ଗୋଟିଏ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ ହୋଇଛି ।

{"id":159714}

ସୁଦାମଙ୍କ ବିରୋଧରେ ବିଭିନ୍ନ ଥାନାରେ ରହିଛି ଅନେକ ସଙ୍ଗୀନ ମାମଲା ରହିଥିବା ଜଣାପଡିଛି । ଓଡିଶା ଝାଡ଼ଖଣ୍ଡ ସୀମାରେ ସକ୍ରିୟ ଥିଲା ସୁଦାମ । ଝାଡ଼ଖଣ୍ଡରେ ଜଣେ ଜେଏମଏମ ନେତା, ଜଣେ ବିଜେପି ନେତାଙ୍କୁ ହତ୍ୟା କରିବା ସମେତ ୭ଟି ହତ୍ୟା ମାମଲାରେ ଥିଲା ସେ ସମ୍ପୃକ୍ତ ଥିଲା ।

{"id":159715}

ଏହାସହ ବିଭିନ୍ନ ବ୍ୟାଙ୍କ ଡକାୟତିରେ ମଧ୍ୟ ସାମିଲ ଥିଲା । ୨୦୦୭ରେ ପିଏଲଏଫଆଇରେ ସାମିଲ ହୋଇଥିଲା ସୁଦାମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.