Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ମାଲକାନଗିରି ପରେ ଏବେ ଜୟପୁରରେ ପ୍ଲାଷ୍ଟିକ ଅଣ୍ଡା !

21/09/2019 at 2:16 PM

ଜୟପୁର୨୧|୯: ମାଲକାନଗିରି ପରେ ଏଵେ କୋରାପୁଟରେ ପ୍ଳାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ।ଜୟପୁର ନୂଆଁ ସାହିର ବିବେକ ଵେହେରା ଗତକାଲି ୪ ଟି ଅଣ୍ଡା ନିକଟସ୍ଥ ଦୋକାନରୁ କିଣିଥିଲେ।ଏଥିରୁ୨ଟି ଅଣ୍ଡା ଠିକଠାକ୍ ଥିବା ବେଳେ ୨ଟି ପ୍ଳାଷ୍ଟିକ ଅଣ୍ଡା ଵାହାରିଥିଵା ଅଭିଯୋଗ କରିଛନ୍ତି।

ଏହି ୨ଟି ଅଣ୍ଡାକୁ ଭାଂଗି ଆମଲେଟ କରିବା ସମୟରେ ଦୁର୍ଗନ୍ଧ ହେଵା ସହ ରବର ପରି ଟାଣି ହୋଇ ଯାଉଥିଲା।ଏପରିକି ଏହାକୁ ନିଆଁରେ ପୋଡିଵାରୁ ରବର ପରି ନିଆଁରେ ପୋଡି ଯାଇଥିବା ସେ ଅଭିଯୋଗ କରିଛନ୍ତି।ସେହି ଏକା ଅଭିଯୋଗ କୋରାପୁଟ ସହରକୁ ମଧ୍ୟ ଆସିଛି।

   Related Posts