ମାଲକାନଗିରି ପରେ ଏବେ ଜୟପୁରରେ ପ୍ଲାଷ୍ଟିକ ଅଣ୍ଡା !

Published By : Prameya-News7 Bureau | September 21, 2019 IST

ଜୟପୁର୨୧|୯: ମାଲକାନଗିରି ପରେ ଏଵେ କୋରାପୁଟରେ ପ୍ଳାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ।ଜୟପୁର ନୂଆଁ ସାହିର ବିବେକ ଵେହେରା ଗତକାଲି ୪ ଟି ଅଣ୍ଡା ନିକଟସ୍ଥ ଦୋକାନରୁ କିଣିଥିଲେ।ଏଥିରୁ୨ଟି ଅଣ୍ଡା ଠିକଠାକ୍ ଥିବା ବେଳେ ୨ଟି ପ୍ଳାଷ୍ଟିକ ଅଣ୍ଡା ଵାହାରିଥିଵା ଅଭିଯୋଗ କରିଛନ୍ତି।

{"id":160579}

ଏହି ୨ଟି ଅଣ୍ଡାକୁ ଭାଂଗି ଆମଲେଟ କରିବା ସମୟରେ ଦୁର୍ଗନ୍ଧ ହେଵା ସହ ରବର ପରି ଟାଣି ହୋଇ ଯାଉଥିଲା।ଏପରିକି ଏହାକୁ ନିଆଁରେ ପୋଡିଵାରୁ ରବର ପରି ନିଆଁରେ ପୋଡି ଯାଇଥିବା ସେ ଅଭିଯୋଗ କରିଛନ୍ତି।ସେହି ଏକା ଅଭିଯୋଗ କୋରାପୁଟ ସହରକୁ ମଧ୍ୟ ଆସିଛି।

{"id":160580}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.